ଭାରତୀୟ ଚିଡ଼ିଆଖାନା ପାଇଁ ସତର୍କ ସୂଚନା ଜାରି କଲେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ
ନୂଆଦିଲ୍ଲୀ: ପୂର୍ଣ୍ଣ ଜାଗ୍ରତ ରହିବା ସହ ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ କରୁଥିବା ଜୀବଜନ୍ତୁଙ୍କ ଉପରେ ଦିବାନିଶି ଧ୍ୟାନ ରଖିବାକୁ ଆଜି ଭାରତର ସମସ୍ତ ଚିଡ଼ିଆଖାନାକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଅସୁସ୍ଥ ବୋଲି ସନ୍ଦେହ ହେଉଥିବା ଜୀବଜନ୍ତୁମାନଙ୍କର ନମୁନା କୋଭିଡ୍-୧୯ ପରୀକ୍ଷଣ ପାଇଁ ସ୍ୱୀକୃତିପ୍ରାପ୍ତ ତିନୋଟି ପ୍ରାଣୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ପଠାଇବାକୁ ଚିଡ଼ିଆଖାନାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଏ ସଂକ୍ରାନ୍ତରେ ଭାରତର ସମସ୍ତ ଚିଡ଼ିଆଖାନାର ସର୍ବୋଚ୍ଚ ପ୍ରତିଷ୍ଠାନ କେନ୍ଦ୍ରୀୟ … Continue reading ଭାରତୀୟ ଚିଡ଼ିଆଖାନା ପାଇଁ ସତର୍କ ସୂଚନା ଜାରି କଲେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ
Copy and paste this URL into your WordPress site to embed
Copy and paste this code into your site to embed